ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ପୁଲିସର ମାଡ଼ ମାମଲା : ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦେଶ

ଭୁବନେଶ୍ୱର : ଜମିଜମା ବିବାଦକୁ ନେଇ ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀ ଇତିଶ୍ରୀ ମଲ୍ଲିକ ଓ ଗାୟତ୍ରୀ ମଲ୍ଲିକଙ୍କୁ ମହିଳା ପୁଲିସ ମାଡ଼ ମାରିବା ଘଟଣାକୁ ଗୁରୁତର ସହିତ ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ। କମିସନ ନିଜ ଆଡୁ ଏକ ମାମଲା ରୁଜୁ କରିବା ସହିତ ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପୁଲିସ ଡିଜି ଓ ପୁଲିସ କମିସନର୍‌ଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରକାଶଥାଉକି, ନୂଆପଲ୍ଲୀ ଥାନା ବେହେରା ସାହିରେ … Continue reading ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ପୁଲିସର ମାଡ଼ ମାମଲା : ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦେଶ